ରେଳ ଧାରଣାରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଝାରସୁଗୁଡ଼ା: ଝାରସୁଗୁଡ଼ା ବାଲିଯୋରି ଏଫ୍‌ସିଆଇ ନିକଟରେ ରେଳ ଧାରଣା ଉପରେ ଜଣେ ଅପରିଚିତ ଯୁବକଙ୍କ ମୃତଦେହ ଜିଆର୍‌ପି ଉଦ୍ଧାର କରିଛି। ଏହି ଯୁବକଙ୍କ ପାଖରେ ପଡ଼ିଥିବା କିଛି ଟଙ୍କା, ଏଟିଏମ୍‌ କାର୍ଡ ଓ ରେଳ ଟିକେଟକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ଏଟିଏମ୍‌ କାର୍ଡରେ ଯୁବକଙ୍କ ନାମ ଦେଓଲାଲ ସେନ୍‌ ବୋଲି ଉଲ୍ଲେଖ ରହିଛି। ପୁଲିସ ଶବ ଜବତ କରି ତଦନ୍ତ କରୁଥିବା ଆଇଆଇସି ସୌଦାମିନୀ ନାଗ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe