ଘୁଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ପ୍ରବେଶିକା ପରୀକ୍ଷା

Advertisment
ଘୁଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଖରାପ ପାଗ ସାଙ୍ଗକୁ ରାଜଧାନୀରେ ପ୍ରବଳ ବର୍ଷା ଯୋଗୁଁ ଆସନ୍ତା ୨୨ ତାରିଖ (ରବିବାର)ରେ ହେବାକୁ ଥିବା ୟୁନିଭର୍ସିଟି ଲ’ କଲେଜ ଏଲଏଲ୍‌ବି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଛି। ଏହି ପରୀକ୍ଷା ଆସନ୍ତା ୨୯ ତାରିଖ ଦିନ ୧୦ଟାରେ ଅନୁଷ୍ଠିତ ହେବ। ଆଜି କଲେଜ ଅଧ୍ୟକ୍ଷ ପି.କେ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟିଚିଂ କାଉନସିଲ୍‌ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe