ଆଜି ୩ ଜିଲ୍ଲାରେ ଟିକାକରଣ ବନ୍ଦ

Advertisment
ସମସ୍ତଙ୍କୁ ଟିକା ଦେବାରେ ଭୁବନେଶ୍ବର ହେବ ପ୍ରଥମ ସହର!

ValuePenguin

ଭୁବନେଶ୍ବର : ଆଜି ବାଲେଶ୍ବର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କିତ ସୂଚନା ଦିଆଯାଇଛି। ତେବେ ଅନ୍ୟ ୨୭ ଜିଲ୍ଲା‌ରେ ଆଜି ୬୭୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ।

ରାଜ୍ୟରେ ଗୁରୁବାର ସମୁଦାୟ ୫୯୩ ଟିକାକରଣ ଅଧିବେଶନରେ ୯୯,୫୩୭ ଜଣଙ୍କୁ ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ୭୨,୮୮୦ଜଣ, ୪୫ବର୍ଷରୁ ଅଧିକ ୨୦,୯୬୩ଜଣ ପ୍ରଥମ ଓ ୪୧୩୫ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଏହାକୁ ମିଶାଇ ସମୁଦାୟ ୭୩ଲକ୍ଷ ୭୮ହଜାର ୧୯୭ଜଣ କରୋନା ଟିକା ନେଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe