ଆଜି ୩ ଜିଲ୍ଲାରେ ହେବନି ଟିକାକରଣ

Advertisment
କରୋନା ଟିକା ନେବାପରେ  ବୃଦ୍ଧଙ୍କ ମୃତ୍ୟୁ

Image Courtesy of India Today

ଭୁବନେଶ୍ବର : ଆଜି ରାଜ୍ୟର ବାଲେଶ୍ବର, କୋରାପୁଟ ଓ ସୋନପୁରରେ ଟିକାକରଣ ବନ୍ଦ ରହିବ। ମାତ୍ର ୮୨୯ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଶୁକ୍ରବାର ୯୦୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧ଲକ୍ଷ ୨୩ହଜାର ୬୮୩ଜଣଙ୍କୁ କରୋନା ଟିକା ଦିଆଯାଇଥିଲା। ଏହାକୁ ମିଶାଇ ୧କୋଟି ୫୧ଲକ୍ଷ ୨୪ହଜାର ୮୦୯ ଡୋଜ୍‌ ଟିକା ଦିଆଗଲାଣି। ଆଜି ୧୦୯୧ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଥିଲା। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୨,୨୩୧ଜଣ ଗର୍ଭବତୀ ଟିକା ନେଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe