ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୩୦ ଏକ ଜମି ରାମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଦେବା ନେଇ ସରକାରୀ ନିଷ୍ପତ୍ତି ପ୍ରତିବାଦରେ ଆଜି ପୁଣି ବାଣୀବିହାରରେ ଉତ୍ତେଜନା ଦେଖାଦେଇଛି। ଗେଟ୍ ସମ୍ମୁଖରେ ୩ଟି ସଙ୍ଗଠନର ଛାତ୍ରଛାତ୍ରୀମାନେ ଟାୟାର ଜାଳି ପ୍ରତିବାଦ କରିବା ପରେ ବାଣୀବିହାର ନିକଟରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସେମାନେ ଉତ୍ତଶିକ୍ଷା ବିଭାଗର ପ୍ରମୁଖ ସଚିବ ଜିଭିଭି ଶର୍ମା ଓ ଊଉତ୍ତକଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବି କରିଛନ୍ତି।
/sambad/media/post_attachments/wp-content/uploads/2018/02/BBSR-1.jpg)
Follow Us