ରାଜ୍ୟର ସବୁ ପଶୁ ଡାକ୍ତରଖାନା ଖୋଲା ରହିବ: କୃଷିମନ୍ତ୍ରୀ

ଓଡ଼ିଶା ଗବେଷଣା ସମ୍ମେଳନ ଉଦ୍‌ଯାପିତ

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଶୁ ଡାକ୍ତରଖାନା ଖୋଲା ରହିବ । ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଲକଡାଉନ ସମୟରେ ରାଜ୍ୟରେ ଥିବା ସମସ୍ତ ପଶୁ ଡାକ୍ତରଖାନାଗୁଡ଼ିକ ଖୋଲା ରହିବ । ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ସମସ୍ତ ଭେଟେନାରି ଅଫିସର ଉପସ୍ଥିତ ରହିବେ । କାର୍ଯ୍ୟକ୍ଷେତ୍ରରେ ଅବହେଳା କଲେ ନିଲମ୍ବିତ ହେବେ । ମଧୁର ଜଳ ମାଛଚାଷ ପାଇଁ ଚାଷୀଙ୍କୁ ସବୁ ସୁବିଧା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe