ଯାନବାହନ ଯାଞ୍ଚ କଡ଼ାକଡ଼ି; ୮ ଗାଡ଼ି ଜବତ, ଜଣେ ମଦ୍ୟପ ଚାଳକ ଗିରଫ

ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

adaderana.lk

ସୋନପୁର : ସୋନପୁର ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ମଦ୍ୟପାନ କରି ଗାଡ଼ି ଚାଲନା କରୁଥିବା ଉପରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ବୁଧବାର ରାତିରେ ସୋନପୁର କୁଞ୍ଜଛକ ଓ ବ୍ଲକ୍‌ଛକରେ ଏହି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ୮ ଜଣ ମଦ୍ୟପ ଗାଡ଼ି ଚାଳକ ଧରାପଡ଼ିଥିବା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୮ଟି ଗାଡ଼ି ଜବତ କରାଯାଇଥିବା ବେଳେ ୭ ଜଣ ମଦ୍ୟପ ଗାଡ଼ି ଚାଳକଙ୍କୁ ଚାଲାଣ କଟାଯାଇ ଛାଡ଼ି ଦିଆଯାଇଛି। ତେବେ ଜଣେ ମଦ୍ୟପ ଚାଳକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଅଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe