କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଅଗ୍ନିକାଣ୍ଡ; ୭ରୁ ଅଧିକ ଦୋକାନ ଭସ୍ମୀଭୁତ

କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଅଗ୍ନିକାଣ୍ଡ; ୭ରୁ ଅଧିକ ଦୋକାନ ଭସ୍ମୀଭୁତ

Image Grabbed from Video

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ର ଅପରପାର୍ଶ୍ବରେ ଥିବା ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟୂନ ୭ଟି ଦୋକାନ ପୋଡ଼ି ଭସ୍ମୀଭୁତ ହୋଇଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଭୋର୍‌ ପ୍ରାୟ ୫ଟା ବେଳେ ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି।

publive-image Image Grabbed from Video

ପୋଡ଼ି ଯାଇଥିବା ୭ରୁ ଅଧିକ ଦୋକାନରେ ପୂଜା ସାମଗ୍ରୀ ଓ ସାଇକେଲ୍‌ ଟାୟାର୍‌ ଆଦି ଥିଲା। ଏହି ଅଗ୍ନିକାଣ୍ଡର କାରଣ ସଂକ୍ରାନ୍ତରେ କୌଣସି ରିପୋର୍ଟ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe