ଯୁବକକୁ ଉଲଗ୍ନ କରି ମାଡ଼ ମରାଯାଉଥିବା ଭିଡିଓ ଭାଇରାଲ୍‌

Advertisment
ଯୁବକକୁ ଉଲଗ୍ନ କରି ମାଡ଼ ମରାଯାଉଥିବା ଭିଡିଓ ଭାଇରାଲ୍‌

ଗଡ଼ିଶାଗୋଦା : ଗତକାଲି କଣାସ ଥାନା ଅଧୀନସ୍ଥ ଏକ ଅଞ୍ଚଳରେ ଜଣେ ଯୁବକକୁ ୩ରୁ ୪ଜଣ ଯୁବକ ଉଲଗ୍ନ କରି ମାଡ଼ମାରୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ମାଡ଼ଖାଉଥିବା ଛାତ୍ରଟି ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ତାଙ୍କୁ ଯୁବକମାନେ ଉଲଗ୍ନ କରି ମାଡ଼ମାରୁଥିବା ବେଳେ ସେ କାନ୍ଦିକାନ୍ଦି ଛାଡିଦେବାକୁ ଗୁହାରି କରୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ କଣାସ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣ‌ାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe