ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ସମଲେଶ୍ବରୀ ମିଲ୍କ ୟୁନି୍ଅନ୍ ଡେପୁଟି ଜେନେରାଲ୍ ମ୍ୟାନେଜରଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

Advertisment
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ସମଲେଶ୍ବରୀ ମିଲ୍କ ୟୁନି୍ଅନ୍ ଡେପୁଟି ଜେନେରାଲ୍ ମ୍ୟାନେଜରଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସମଲେଶ୍ବରୀ ମିଲ୍କ ୟୁନି୍ଅନ୍ ଡେପୁଟି ଜେନେରାଲ୍ ମ୍ୟାନେଜର୍ କିଶୋର ନାୟକଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବାର ଖବର ମିଳିଛି।

ଆଜି ସକାଳେ ଭିଜିଲାନ୍ସ ଟିମ୍ କିଶୋର ନାୟକଙ୍କ ସମ୍ବଲପୁରର ସାକ୍ଷୀପଡାସ୍ଥିତ ଘର, ସାକ୍ଷୀପଡାସ୍ଥିତ ଅଫିସ, ପୁରୀସ୍ଥିତ ପୈତୃକ ଘର ଓ ଭୁବନେଶ୍ବରରେ ଏକକାଳୀନ ଚଢ଼ାଉ ଚାଲିଛି। ତାଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା।ଏହାପରେ ଭିଜିଲାନ୍ସ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe