ଭୁବନେଶ୍ୱର: ଭୁବନେଶ୍ୱର ସିଟି ଡିଏଫଓ ଚିତ୍ତରଞ୍ଜନ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଆଜି ସକାଳେ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିୋଯାଗରେ ଏଡି ଚଢ଼ାଉ କରାଯାଉଛି। ଏକାଳୀନ ଶ୍ରୀ ମିଶ୍ରଙ୍କ ସହିଦ ନଗରସ୍ଥିତ ଅଫିିସ, ଓଲ୍ଡ୍ଡଟାଉନ ଘର ସହିତ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଉଛି। ସେହିପରି ନିମାପଡ଼ାସ୍ଥିତ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି।
ଭୁବନେଶ୍ୱର ସିଟି ଡିଏଫଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
Advertisment
Follow Us