ବେଆଇନ ବାଲି ଉଠାଣକୁ ବିରୋଧ କଲେ ଗ୍ରାମବାସୀ

Advertisment

ଗଞ୍ଜାମ ଆସିତା ଥାନା ଋଷୁପୁର ନିକଟରେ ବଡ଼ ନଦୀ ପଠାରୁ ବେଆଇନ ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଵିରୋଧ କରାଯାଇଛି। ବାଲି ଗାଡ଼ି ଅଟକାଇ ଗାଁ ଲୋକେ ବିରୋଧ କରିଥିଲେ....

ଗଞ୍ଜାମ ଆସିତା ଥାନା ଋଷୁପୁର ନିକଟରେ ବଡ଼ ନଦୀ ପଠାରୁ ବେଆଇନ ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଵିରୋଧ କରାଯାଇଛି। ବାଲି ଗାଡ଼ି ଅଟକାଇ ଗାଁ ଲୋକେ ବିରୋଧ କରିଥିଲେ....

Villagers protest against illegal sand mining

Villagers protest against illegal sand mining Photograph: (sambad.in)

ଆସିକା: ଗଞ୍ଜାମ ଆସିତା ଥାନା ଋଷୁପୁର ନିକଟରେ ବଡ଼ ନଦୀ ପଠାରୁ ବେଆଇନ ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଵିରୋଧ କରାଯାଇଛି। ବାଲି ଗାଡ଼ି ଅଟକାଇ ଗାଁ ଲୋକେ ବିରୋଧ କରିଥିଲେ।

ଘାଟ ନିକଟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe