ଏୟାରଲିଫ୍ଟ ହେଲେ ବିଶ୍ବଭୂଷଣ: ଗାଷ୍ଟ୍ରୋ ସମସ୍ୟା ଯୋଗୁ ଅସୁସ୍ଥ ଅଛନ୍ତି

Advertisment

ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥତା ଯୋଗୁ ଆଜି ଭୁବନେଶ୍ବରରୁ ଆନ୍ଧ୍ରପ୍ରଦେଶକୁ ଏୟାରଲିଫ୍ଟ ହୋଇଛନ୍ତି। ଗତ କିଛି ଦିନ ହେଲା ଗାଷ୍ଟ୍ରୋ ଜନିତ ସମସ୍ୟା ଯୋଗୁ ଅସୁସ୍ଥ ଥିବା ଶ୍ରୀ ହରିଚନ୍ଦନଙ୍କର ମଳଦ୍ବାରରୁ ରକ୍ତ ପଡ଼ୁଥିଲା।

hfhfh

Namasthe Telangana

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥତା ଯୋଗୁ ଆଜି ଭୁବନେଶ୍ବରରୁ ଆନ୍ଧ୍ରପ୍ରଦେଶକୁ ଏୟାରଲିଫ୍ଟ ହୋଇଛନ୍ତି। ଗତ କିଛି ଦିନ ହେଲା ଗାଷ୍ଟ୍ରୋ ଜନିତ ସମସ୍ୟା ଯୋଗୁ ଅସୁସ୍ଥ ଥିବା ଶ୍ରୀ ହରିଚନ୍ଦନଙ୍କର ମଳଦ୍ବାରରୁ ରକ୍ତ ପଡ଼ୁଥିଲା। ଏଠାରେ ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। କିନ୍ତୁ ସୁସ୍ଥ ନ ହେବାରୁ ତାଙ୍କୁ ଆଜି ଅପରାହ୍‌ଣ ୨ଟାରେ ଆନ୍ଧ୍ରପ୍ରଦେଶର ଏଆଇଜି ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଥିବା ବେଳେ ଶ୍ରୀ ହରିଚନ୍ଦନ ଏଠାରେ ଚିକିତ୍ସିତ ହେଉଥିଲେ। ଏବେ ସେ ସୁସ୍ଥ ଅଛନ୍ତି। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଦ୍ବାରା ତାଙ୍କର ଚିକିତ୍ସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe