ଭୋଟ୍ ଦେବାକୁ ଆସି ୯୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

Advertisment
ଭୋଟ୍ ଦେବାକୁ ଆସି ୯୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ଆସିକା :ଆସିକା ଲୋକସଭା ଅଧିନରେ ଆସୁଥିବା ସାନଖେମୁଣ୍ଡି କଂସାମାରି ବୁଥରେ ଜଣେ ୯୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଭୋଟ୍ ଦେବାକୁ ଆସି ମୃତ୍ୟୁବରଣ କରିଥିବା  ବୃଦ୍ଧଙ୍କ ନଟବର ବେହେରା ବୋଲି ଜଣାପଡ଼ିଛି। ସେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ।

ହଠାତ୍ ସେ ତଳେ ପଡ଼ିଯାଇଥିଲେ। ତାପରେ ପରିବାର ଲୋକେ ତାଙ୍କୁ ତତକ୍ଷଣାତ୍ ଡାକ୍ତରଖାନାରେ ଭର୍ତ୍ତି  କରିଥିଲେ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହା ଏକ ଅଂଶୁଘାତଜନିତ ମୃତ୍ୟୁ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe