ସାଢ଼େ ୧୦ଟା ପର୍ଯ୍ୟନ୍ତ ହେଲା ଗଡ଼ପଦରରେ ମତଦାନ

Advertisment
ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର ଶେଷ, ୨୦ରେ ଭୋଟ: ମଇଦାନରେ ୧୩ ହେଭିୱେଟ୍

Image Courtesy of Times Now

ଜୟପୁର: ସୋମବାର ଯଦିଓ ପାଗ ସାମାନ୍ୟ କୋହଳା ରହିଥିଲେ ହେଁ କିଛି ବୁଥରେ ମଧ୍ୟାହ୍ନରେ ମତଦାତାଙ୍କ ସଂଖ୍ୟା କମିଥିଲା। ତେବେ ସାଢ଼େ ୫ଟା ପରେ ଅଚାନକ ଭାବେ ମତଦାତାଙ୍କ ସଂଖ୍ୟା ବଢ଼ିଥିଲା। ଜୟପୁର ବ୍ଲକର ଗଡ଼ପଦର ବୁଥରେ ସାଢ଼େ ୧୦ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା।

ସେଭଳି ବ୍ଲକର ପାମ୍ପୁଣୀ, ପୁଜାରୀପୁଟ, ଟା‌ଙ୍କୁଆ ଓ ଗରୁଡ଼ଗୁଡାରେ ସାଢ଼େ ୯ଟାରୁ ୧୦ଟା ମଧ୍ୟରେ ସରିଥିବା ସୂଚନା ମିଳିଛି। ସେଭଳି ଜୟପୁର ସହରର ଜେଇଏଲସି, ଟାଉନହଲ, ପାଇଲସାହି, ସମ୍ବାରତୋଟା ବୁଥରେ ବି ୯ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe