ବାଲିକୁଦା : ବଡ଼ଚଣା ବ୍ଲକ୍ ବରପଦା ପଞ୍ଚାୟତର ନିଆଳି ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ଅବସ୍ଥା ବର୍ଷାରେ ବେହାଲ୍ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତରୀକରଣରେ ଏହା ସାମିଲ ହୋଇଥିଲା। ଉଦ୍ଘାଟନ ସରିଯାଇଥିଲେ ବି ନିର୍ମାଣ କାର୍ଯ୍ୟ ଏଯାଏ ସରିନାହିଁ। ବିଭିନ୍ନ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଥିବା ଏହି ବିଦ୍ୟାଳୟର ଖେଳପଡ଼ିଆରେ ଏବେ ଆଣ୍ଠୁଏ ପାଣି ଜମିରହିଛି। ବିଦ୍ୟାଳୟ ସମ୍ମୁଖରେ ପାଣି ଜମିରହିଛି।
ବିଦ୍ୟାଳୟ ଖେଳପଡ଼ିଆରେ ଆଣ୍ଠୁଏ ପାଣି
Advertisment
Follow Us