Image Courtesy of India Today
ଭୁବନେଶ୍ୱର : ଆଜି (ଶୁକ୍ରବାର) ଭୁବେନଶ୍ବରରେ ପାଇପ୍ ଜଳ ଯୋଗାଣ ବନ୍ଦ ରହିବ। ପଳାସୁଣି ମୁଖ୍ୟ ଜଳଯେଗାଣ ପାଇପ୍ ଲାଇନ୍ରେ ଜରୁରି ମରାମତି ପାଇଁ ସକାଳ ୮ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରହିବ ବୋଲି ୱାଟ୍କୋ ପକ୍ଷରୁ କୁହାଯାଇଛି। ତେଣୁ ଭୁବେନଶ୍ବରବାସୀ ଆଗୁଆ ପାଣି ସଂରକ୍ଷିତ ରଖିବାକୁ ୱାଟ୍କୋ ଅନୁରୋଧ କରିଛି। ଅପରାହ୍ଣ ୪ଟା ପରେ ଜଳଯୋଗାଣ ସ୍ବାଭାବିକ ହେବ।
Follow Us