ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସମାଧାନ ପାଇଁ ସରକାର କ’ଣ କରୁଛନ୍ତି, ସାର୍ବଜନୀନ ହେବା ଆବଶ୍ୟକ: ଦେବୀ ମିଶ୍ର

Advertisment

ମହାନଦୀ ଜଳ ବିବାଦ ସମାଧାନ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ଜଳ ଆୟୋଗ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଭଲ କଥା । ତେବେ ସମାଧାନ ପାଇଁ କ’ଣ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ସହ କ’ଣ ଆଲୋଚନା କଲେ ତାହା ସାର୍ବଜନୀନ ହେବା ଦରକାର ବୋଲି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି...

ମହାନଦୀ ଜଳ ବିବାଦ ସମାଧାନ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ଜଳ ଆୟୋଗ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଭଲ କଥା । ତେବେ ସମାଧାନ ପାଇଁ କ’ଣ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ସହ କ’ଣ ଆଲୋଚନା କଲେ ତାହା ସାର୍ବଜନୀନ ହେବା ଦରକାର ବୋଲି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି...

What the government is doing to resolve the Mahanadi water dispute issue must be made public: Devi Mishra

What the government is doing to resolve the Mahanadi water dispute issue must be made public: Devi Mishra Photograph: (sambad.in)

ଭୁବନେଶ୍ବର: ମହାନଦୀ ଜଳ ବିବାଦ ସମାଧାନ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ଜଳ ଆୟୋଗ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଭଲ କଥା । ତେବେ ସମାଧାନ ପାଇଁ କ’ଣ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ସହ କ’ଣ ଆଲୋଚନା କଲେ ତାହା ସାର୍ବଜନୀନ ହେବା ଦରକାର ବୋଲି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆମେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଆମେ ଯାଇଥିଲୁ । ହେଲେ ସମାଧାନ ହୋଇ ନଥିଲା । ବିଜେପି ସରକାର  ଶାସନକୁ ଆସିବା ପରେ କହିଥିଲେ ଆମେ ମହାନଦୀ ଜଳ ବିବାଦର ସମାଧାନ କରିବୁ ।

ଏବେ ଟ୍ରିପଲ୍ ଇଞ୍ଜିନ୍ ସରକାର । ଆମେ ଆଶା କରୁଛୁ ସମାଧାନ କରିବା ପାଇଁ । ଆପୋଷ ସମାଧାନ କରନ୍ତୁ । ଓଡ଼ିଶାବାସୀ ଆଶା ରଖିଛନ୍ତି । ଅମେ ବି ଆଶା ରଖୁଛୁ ।

କିନ୍ତୁ ଓଡ଼ିଶା ମହାନଦୀରୁ ଯେତିକି ହକ ପାଇବା କଥା ତିନୋଟି ଋତୁରେ ତାହା ପାଇବା ଦରକାର । କିଛି ଦିନ ତଳେ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ  ବୋଲି ସେ କହିଛନ୍ତି।

 Debi Prasad Mishra | BJD | Mahanadi water dispute issue 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe