ମହୁଲ ଫୁଲ ଗୋଟାଇବା ହେଲା କାଳ: ବୃଦ୍ଧାଙ୍କୁ ଦଳି ମାରିଲା ଦନ୍ତା

Advertisment
ମହୁଲ ଫୁଲ ଗୋଟାଇବା ହେଲା କାଳ: ବୃଦ୍ଧାଙ୍କୁ ଦଳି ମାରିଲା ଦନ୍ତା

କାମାକ୍ଷାନଗର: ଢେଙ୍କାନାଳ କାମାକ୍ଷାନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ମହୁଲ ଫୁଲ ଗୋଟାଇବା ଜଣେ ବୃଦ୍ଧାଙ୍କ ପାଇଁ କାଳ ସାଜିଛି। କନ୍ଧରା ପରେଷ୍ଟ ସେକସନ୍‌ରେ ଜଣେ ବୃଦ୍ଧାଙ୍କୁ ଦନ୍ତା ଦଳି ମାରି ଦେଇଛି। ବୃଦ୍ଧା ଜଣକ ମହୁଲ ଫୁଲ ଗୋଟାଇବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି।

ବୃଦ୍ଧାଙ୍କୁ ଦନ୍ତା ଟେକି ନେଇ ଦଳି ଦେଇଥିବା କୁହାଯାଉଛି। ବୃଦ୍ଧା ଜଣକ ମହାବୀରରୋଡ ବାମ ପଞ୍ଚାୟତ ଗୋବରୀ ଗାଁର ମୁଣ୍ଡାସାହିର। ଖବର ପାଇଁ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe