Why will the Higher Education Minister and MP not be held guilty: bhakta's question Photograph: (sambad.in)
ଭୁବନେଶ୍ବର: ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଏବଂ ଅନ୍ୟ ସାତଟି ବିରୋଧୀ ଦଳ ଦ୍ୱାରା ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଗୁରୁବାର ରାଜ୍ୟର ପ୍ରମୁଖ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରାକୁ ଠପ୍ କରିଦେଇଛି ।
ସରକାରଙ୍କୁ କେହି ମାନୁନାହାନ୍ତି । ପୁଲିସ ସରକାରଙ୍କ କଥା ଶୁଣୁନି ବୋଲି ସେ ଅଭିଯୋଗ କରିଛନ୍ତି।
କଂଗ୍ରେସ ପକ୍ଷରୁ ଏକ ବାଇକ୍ ରାଲି ମଧ୍ୟ କରାଯାଇଛି। ପିସିସି ସଭାପତି କହିଛନ୍ତି କେମିତି ପିକେଟିଂ ହେଉଛି ତାହାର ସମୀକ୍ଷା କରିବୁ। କଂଗ୍ରେସ ପକ୍ଷରୁ ହଲ୍ଲାବୋଲ କରାଯାଇଛି। ସବୁ ଗଳି କନ୍ଦି ବୁଲିବୁ । ସବୁ ଜାଗାରେ କର୍ମୀଙ୍କୁ ଦେଖା କରିବୁ ବୋଲି ପିସିସି ସଭାପତି କହିଛନ୍ତି।
OPCC | Bhakta Charan Das
Follow Us