ନର୍ଲା ‌ରୋଡରେ ତିନି‌ ଯୋଡ଼ା ଟ୍ରେନ୍‌ ରହିବ

Advertisment
ନକଲି ଟିଟିଆଇଙ୍କୁ ଧରିଲା ରେଳବାଇ ପୁଲିସ

Sambad English

ଭୁବନେଶ୍ବର : ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନର୍ଲା ରୋଡ ଷ୍ଟେସନରେ ୩ ଯୋଡ଼ା ଟ୍ରେନ ଓ ରୁପ୍ରା ରୋଡ ଷ୍ଟେସନରେ ଦୁଇ ଯୋଡା ଟ୍ରେନକୁ ପରୀକ୍ଷାମୂଳକ ଭିତ୍ତିରେ ୬ ମାସ ପର୍ଯ୍ୟନ୍ତ ରହଣି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ (୧୨୮୪୩/୧୨୮୪୪), କୋରବା-ବିଶାଖାପାଟନମ୍-କୋରବା ଏକ୍ସପ୍ରେସ (୧୮୫୧୭/୧୮୫୧୮) ଏବଂ ହାଓଡ଼ା-ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ (୧୮୦୦୫/୧୮୦୦୬) ନର୍ଲା ରୋଡରେ ରହଣି କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe