ପୋଖରୀରେ ବୁଡ଼ି ମହିଳା ମୃତ

ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଜଣେ ବୟସ୍କା ମହିଳାଙ୍କର ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ନୀଳଗିରି ଥାନା ଅଧିନ ଦକ୍ଷିଣ ନରସିଂହପୁର ପଞ୍ଚାୟତ ବାଇଗଡ଼ିଆ ଅଞ୍ଚଳର ଟିପୁ ସିଂହଙ୍କ ଝିଅ ସୋନି ସିଂହ ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ପଡିଯାଇଥିଲେ...

Woman drowns in pond

Woman drowns in pond

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଜଣେ ବୟସ୍କା ମହିଳାଙ୍କର ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ନୀଳଗିରି ଥାନା ଅଧିନ ଦକ୍ଷିଣ ନରସିଂହପୁର ପଞ୍ଚାୟତ ବାଇଗଡ଼ିଆ ଅଞ୍ଚଳର ଟିପୁ ସିଂହଙ୍କ ଝିଅ ସୋନି ସିଂହ ସୋମବାର ମଧ୍ୟାହ୍ନ ସମୟରେ ନିକଟରେ ଥିବା ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ କୌଣସି କାରଣରୁ ପାଣିରେ ପଡିଯାଇଥିଲେ।

ସୋନିଙ୍କ ଘରକୁ ଫେରିବା ବିଳମ୍ବ ହେବାରୁ  ପରିବାର ଲୋକେ ଖୋଜାଖୋଜି କରି ସେ ନିକଟ ପୋଖରୀରେ ପଡିଥିବାର ଦେଖିବାକୁ ପାଇଥିଲେ।

ଅଧିକ ପଢ଼ନ୍ତୁ: ମାର୍ଚ୍ଚ ୨୧ରୁ କଳିଙ୍ଗ ସାହିତ୍ୟ ମହୋତ୍ସବ

ସୋନିଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ: ମହାକୁମ୍ଭ ଦଳାଚକଟାର ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe