ମାଙ୍କଡ଼ କାମୁଡ଼ାରେ ହବିଷ୍ୟାଳି ଗୁରୁତର

Advertisment
ମାଙ୍କଡ଼ କାମୁଡ଼ାରେ ହବିଷ୍ୟାଳି ଗୁରୁତର

ପୁରୀ : ଶ୍ରୀମନ୍ଦିରରେ ଆଜି ମାଙ୍କଡ଼ କାମୁଡ଼ାରେ ଜଣେ ହବିଷ୍ୟାଳି ଆହତ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲାର ସୁଭଦ୍ରା ବେହେରା ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ। ଏହି ସମୟରେ ଶ୍ରୀମନ୍ଦିରରେ ଥିବା ପାତି ମାଙ୍କଡ଼ ହଠାତ୍ ତାଙ୍କୁ ଆକ୍ରମଣ କରି କାମୁଡ଼ି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe