ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଥିବା ଏସପି ଅଭିଷେକ ମୀନା ପ୍ରକାଶ କରିଛନ୍ତି। ଏଥିସହ ଘଟଣାସ୍ଥଳରୁ ହତିଆର ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ ମହିଳା ନକ୍ସଲଙ୍କୁ ଚିହ୍ନଟ କରାଯାଇ ନଥିବା କୁହାଯାଇଛି। ସୁକମା ଜିଲ୍ଲାର କେଡବାଲ ଏବଂ ତୁମାଲପାଡ ଜଂଗଲରେ ପୁଲିସ କୁମ୍ବିଂ କରୁଥିବା ବେଳେ ନକ୍ସଲଙ୍କ ସହ ମିଲିଟ୍ରି ଏକ୍ସନ ଟମ୍ ମଧ୍ୟରେ ଗୁଳି ବିନିମୟ ଘଟିଥିଲା।
ମହିଳା ମାଓବାଦୀ ମୃତ
Advertisment
Follow Us