ଘାସ କାଟୁଥିବା ବେଳେ ଚାଲିଗଲା ମହିଳା କର୍ମଚାରୀଙ୍କ ଜୀବନ

ଘାସ କାଟୁଥିବା ବେଳେ ଚାଲିଗଲା ମହିଳା କର୍ମଚାରୀଙ୍କ ଜୀବନ

ସୁବର୍ଣ୍ଣପୁର: ବିଦ୍ୟୁତ ସଂସ୍ପର୍ଶରେ ଆସି ସୋନପୁର ସ୍ମାର୍ଟ ପାର୍କ ମହିଳା କର୍ମଚାରୀ ବାସନ୍ତୀ ଦାସ (୩୬)ଙ୍କ ମୃତ୍ୟ ଘଟିଛି। ମୃତ ମହିଳା ଜଣକ ସୋନପୁର ଖଦାଳପଡ଼ାର ବାସିନ୍ଦା। ପାର୍କରେ ଘାସ କାଟିବା ଯନ୍ତ୍ରରେ ଘାସ କାଟୁଥିବା ବେଳେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe