ଲାତୁରପେଟ ଗାଁରେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା : ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଲାତୁରପେଟ ଗାଁରେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା : ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Public App

ବୀରମହାରାଜପୁର : ବୀରମହାରାଜପୁର ସହର ଉପକଣ୍ଠ ଲାତୁରପେଟ ଗ୍ରାମର ମଧୁସୂଦନ ଭୋଇଙ୍କ ସ୍ତ୍ରୀ ଶୁଭ୍ରକାନ୍ତି ଭୋଇଙ୍କ ମୃତଦେହ ଏକ ଆମ୍ବ ବଗିଚାରୁ ଗତ ୩ ତାରିଖ ଦିନ ଉଦ୍ଧାର କରାଯାଇଥିଲା। ଏହି ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଅଇଁଠୁ ନାଏକ ବୀରମହାରାଜପୁର ଥାନାରେ ଅଭିଯୋଗ କରିଛନ୍ତି। ଅଇଁଠୁଙ୍କ ଅଭିଯୋଗ ଆଧାରରେ ବୀରମହାରାଜପୁର ଥାନାରେ କେସ ନମ୍ବର ୫/୨୦୨୧ ତା ୬/୧ ରେ ୩୭୬/୩୦୨ ଆଇପିସିରେ ଏକ ମାମଲା ରୁଜୁ କରି ବୀରମହାରାଜପୁର ଥାନା ଅଧିକାରୀ ପ୍ରଭା ଧାନ ଅଧିକ ତଦନ୍ତ ଚଳାଇଛନ୍ତି। ଏହାର ନିରକ୍ଷେପ ତଦନ୍ତ ହେଲେ ଅଭିଯୁକ୍ତ ଧରାପଡ଼ିବ ବୋଲି ଗ୍ରାମବାସୀ ଆଶା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe