କାନ୍ଥ ପଡ଼ି ମହିଳା ମୃତ

ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ସାଇକେଲ୍‌ରେ ପୋଡ଼ିବାକୁ ନେଲେ ବାପା

bbc

ଚଣ୍ଡିଖୋଲ  : ଗୁହାଳ ଘରର କାଠ ପଡ଼ିଯିବାରୁ ବଡ଼ଚଣା ବ୍ଲକ୍‌ ତଥା ବନ୍ତଳା ପଞ୍ଚାୟତ ଅନ୍ତର୍ଗତ ଉପୁଳା ଗ୍ରାମର ସୁରେନ୍ଦ୍ର ସାହୁଙ୍କ ପତ୍ନୀ ମୁଟୁରି ସାହୁ (୬୫)ଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ, ସୁରେନ୍ଦ୍ର ସାହୁ ଆଜି ମୂଲିଆ ଲଗାଇ ଗୁହାଳ ଘର ଭାଙ୍ଗୁଥିଲେ।

ଏହି ସମୟରେ ଗୁହାଳ ଘର ଉପରେ ଥିବା ଏକ ବଡ଼ କାଠ ଗଣ୍ଡି ତାଙ୍କ ପତ୍ନୀଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ଉପୁଳା ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe