ସାପ କାମୁଡ଼ାରେ ମହିଳା ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ପଦ୍ମପୁର: କେନ୍ଦୁଝର ସଦର ଥାନା ହାଣ୍ତିଭଙ୍ଗା ପଞ୍ଚାୟତ କାଠବାଉଁଶୁଳି ଗ୍ରାମରେ ଚିତିସାପ କାମୁଡ଼ାରେ ସ୍ବର୍ଗତ ଗର୍ଖା ମୁଣ୍ତାଙ୍କ ସ୍ତ୍ରୀ କୁନି ମୁଣ୍ତା (୪୫)ଙ୍କ ମୃତ୍ୟୁ ଘଟିଛି। କୁନି ରାତିରେ ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ଚିତିସାପ କାମୁଡ଼ି ଥିଲା।

ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲ‍ନ୍ସରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe