ମହିଳା ବେକରେ ରଶି ଲଗାଇ ଗଛରେ ଝୁଲିପଡ଼ିଲେ

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ଲୁଇସିଙ୍ଗ ପଂଚାୟତ ନିକିତିମାଲର ଜ୍ୟୋତ୍ସ୍ନା ଭଇଁସା (୩୮) ଗୁରୁବାର ଆତ୍ମହତ୍ୟା କରିଥିବା କୁହାଯାଉଛି। ଜ୍ୟୋତ୍ସ୍ନା ସକାଳେ ନିଜ ପନିପରିବା ବଗିଚାକୁ ଯାଇଥିଲେ। ମଧ୍ୟାହ୍ନ ପର୍ଯ୍ୟନ୍ତ ନ ଫେରିବାରୁ ତାଙ୍କ ଝିଅ ବଗିଚାକୁ ଯାଇଥିଲେ।

ସେଠାରେ ଜ୍ୟୋତ୍ସ୍ନା ଏକ ଗଛରେ ଆତ୍ମହତ୍ୟା କରିଥିବା ଦେଖି ଘରେ ଜଣାଇଥିଲେ। ପରିବାର ଲୋକଙ୍କଠାରୁ ଖବର ପାଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ, ଗାନ୍ଧିଛକ ଫାଣ୍ଡି ଅଧିକାରୀ ଶଶି ଭୂଷଣ ପୋଢ଼ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅନୁସନ୍ଧାନ କରିଛନ୍ତି। ଆତ୍ମହତ୍ୟାର କାରଣ ଜଣା ପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe