ଅନୁଭବ ମହାନ୍ତି ଓ ତାଙ୍କ ବାପା,ମା’ଙ୍କୁ ନୋଟିସ ପଠାଇଲେ ରାଜ୍ୟ ମହିଳା କମିଶନ, ୨୯ରେ ହାଜର ହେବାକୁ ନିର୍ଦ୍ଦେଶ

ପରିବାର ଅଦାଲତରେ ବର୍ଷା-ଅନୁଭବ ହାଜର: ମଧ୍ୟସ୍ଥତା ପ୍ରକ୍ରିୟା ପୁଣି ବିଫଳ

OdishaTV

ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ଅନୁଭବଙ୍କୁ ନୋଟିସ୍ ପଠାଇଛନ୍ତି ରାଜ୍ୟ ମହିଳା କମିଶନ ଅନୁଭବଙ୍କ ସମେତ ତାଙ୍କ ବାପା ମାଙ୍କୁ ମଧ୍ୟ କମିଶନ ନୋଟିସ୍ ପଠାଇଛନ୍ତି ଏମାନଙ୍କୁ ଡିସେମ୍ବର ୨୯ ତାରିଖରେ ବ୍ୟକ୍ତିଗତଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି

ଘରୋଇ ହିଂସାକୁ ନେଇ ବର୍ଷା ମହିଳା କମିଶନରେ ଅଭିଯୋଗ କରିଥିଲେ । ସେହିପରି ପାରିବାରିକ ବିବାଦକୁ ନେଇ ବର୍ଷା ରବିବାର ଦିନ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe