ଓଲଟିଲା କାଠଗଣ୍ତି ବୋଝେଇ ଟ୍ରକ

Advertisment
ଓଲଟିଲା କାଠଗଣ୍ତି ବୋଝେଇ ଟ୍ରକ

ହରଭଙ୍ଗା: ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ହରଭଙ୍ଗା ବ୍ଲକ ବୀରନରସିଂହପୁରରେ ମଙ୍ଗଳବାର ଭୋର୍‌ରୁ ଏକ କାଠ ଗଣ୍ତି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ତେବେ ସୌଭାଗ୍ୟ ବଶତଃ ଗାଡ଼ିର ଡ୍ରାଇଭର ଏବଂ ଖଲାସୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

ସୂଚନାନୁସାରେ କାଠ ଗଣ୍ତି ବୋଝେଇ ଟ୍ରକଟି ଉମରକୋଟରୁ କେନ୍ଦ୍ରାପଡ଼ା ଯାଉଥିଲା। ମାତ୍ର ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଗାଡ଼ିଟି ବୀରନରସିଂହପୁର ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବୌଦ୍ଧ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe