ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଶ୍ରମିକଙ୍କ ମୃତ୍ୟୁ

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ଚଣ୍ଡିଖୋଲ: ବଡ଼ଚଣା ଥାନା ଅଧୀନ ସିହାଠାରେ ନିର୍ମାଣାଧୀନ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଆଜି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଛତିଶଗଡ଼ ପରାଭପାରା ଅଞ୍ଚଳର ଧନେଶ୍ୱର ପ୍ରସାଦ ଯାଦବ (୫୦)। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ।

ଶବ ବ୍ୟବଚ୍ଛେଦ ପରେ  କାରଣ ସ୍ପଷ୍ଟ ହେବ ବୋଲି ବଡ଼ଚଣା ଥାନାଧିକାରୀ ସୁଶୀଲ କୁମାର ନାୟକ ସୂଚନା ଦେଇଛନ୍ତି। ସେ ଗତକାଲି ରାତିରେ ଖାଇସାରି ଶୋଇଥିଲେ। ଆଜି ସକାଳେ ହଠାତ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe