ବିଶ୍ୱବ୍ୟାଙ୍କରୁ ୭୦୦ କୋଟି ଟଙ୍କା ଋଣ ମିିଳିବ: ମୁଖ୍ୟ ଶାସନ ସଚିବ

Advertisment

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ବିଶ୍ୱବ୍ୟାଙ୍କର ଭାରତ ମୁଖ୍ୟ

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ବିଶ୍ୱବ୍ୟାଙ୍କର ଭାରତ ମୁଖ୍ୟ

ବିଶ୍ୱବ୍ୟାଙ୍କରୁ ୭୦୦ କୋଟି ଟଙ୍କା ଋଣ ମିିଳିବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେବାକୁ ଥିବା ୧୦୦୦ କୋଟି ଟଙ୍କାର ପ୍ରକଳ୍ପରେ ବିଶ୍ୱବ୍ୟାଙ୍କ ପ୍ରାୟ ୭୦୦ କୋଟି ଟଙ୍କ ଋଣ ଦେବ। ବିଶ୍ୱବ୍ୟାଙ୍କର ଭାରତ ମୁଖ୍ୟ ଜୁନୈଦ ଅହମ୍ମଦ ବୁଧବାର ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସାକ୍ଷାତ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉଚ୍ଚଶିକ୍ଷା ପ୍ରକଳ୍ପ ନେଇ ବିଶ୍ୱବ୍ୟାଙ୍କ ସହଯୋଗ କରିବ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଜୁନୈଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ଭାରତ ସହିତ ଓଡ଼ିଶାରେ ଗରିବୀ କମୁଛି। ଓଡ଼ିଶାର ମହିଳାଙ୍କ ପାଇଁ ସହଯୋଗ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe