ପୂର୍ବତନ ବିଧାୟକ ଅରୁଣ ଦେ ପୁଣି ଅସୁସ୍ଥ

ପୂର୍ବତନ ବିଧାୟକ ଅରୁଣ ଦେ ପୁଣି ଅସୁସ୍ଥ

WorldPress.com

ବାଲେଶ୍ବର: ବାଲେଶ୍ବରର ବରିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେ ପୁଣିଥରେ ଅସୁସ୍ଥ ହୋଇଛନ୍ତି। ଆଜି ସକାଳେ ତାଙ୍କୁ ଭୁବନେଶ୍ବର ଏମ୍‌ସ ହସ୍ପିଟାଲକୁ ନିଆଯାଇଛି। ନିକଟ ଅତୀତରେ ଶ୍ରୀ ଦେ ଅସୁସ୍ଥ ହୋଇ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅଣ୍ଟା ଓ ଜଙ୍ଘରେ ସେ ବାରମ୍ବାର କଷ୍ଟ ଅନୁଭବ କରୁଛନ୍ତି। କାଲି ରାତିରେ ଯନ୍ତ୍ରଣା ଅଧିକ ହେବାରୁ ଆଜି ସକାଳେ ତାଙ୍କୁ ଭୁବନେଶ୍ବର ନିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe