ପତ୍ନୀ ଓ ଝିଅ ସହ ଭୋଟ ଦେଲେ ଯୋଗେଶ 

ପତ୍ନୀ ଓ ଝିଅ ସହ ଭୋଟ ଦେଲେ ଯୋଗେଶ 

ସୁନ୍ଦରଗଡ଼, ପତ୍ନୀ ଶ୍ରଦ୍ଧାଞ୍ଜଳି ସିଂ ଓ ଝିଅ ଯଶସ୍ବୀ ସିଂଙ୍କ ସହ ସୁନ୍ଦରଗଡ଼ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଯୋଗେଶ ସିଂ ଭୋଟ୍ ଦେଇଛନ୍ତି। ସକାଳ ୭ଟା ୫୭ରେ ଲେଫ୍ରିଫଡ଼ା ବ୍ଲକ୍ ସର୍ଗିପାଲିସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୭ ନମ୍ବର ବୁଥରେ ଧାଡ଼ିରେ ଯାଇ ମତଦାନ କରିଛନ୍ତି।

ଏହି ଅବସରରେ ସେ ବିଜୟ ସୁନିଶ୍ଚିତ ବୋଲି ଗଣମାଧ୍ୟମକୁ କହିଛନ୍ତି। ତାଙ୍କ ଝିଅ ଯଶସ୍ବୀ ପ୍ରଥମ ଥର ଭୋଟ ଦେଇଛନ୍ତି। ବିଶେଷ କରି ପ୍ରଥମ ଭୋଟ୍ ବାପାଙ୍କୁ ଦେଇଥିବାରୁ ସେ ଖୁସି ଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe