ତାତିରୁ ମିଳିବ ନିସ୍ତାର

Advertisment

ଆସନ୍ତା ୨୭ ତାରିଖଠାରୁ ସାରା ଓଡ଼ିଶାରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ନୂଆପଡ଼ା.....

ଆସନ୍ତା ୨୭ ତାରିଖଠାରୁ ସାରା ଓଡ଼ିଶାରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ନୂଆପଡ଼ା.....

ଆସନ୍ତା ୫ ଦିନ ଗ୍ରୀଷ୍ମ ପ୍ରବାହ, ୟେଲୋ ୱାର୍ଣ୍ଣିଂ ଜାରି: ଛୁଇଁ‌ଦେଇ ଅଟକିଗଲା ମୌସୁମୀ

ଭୁବନେଶ୍ବର: ଆସନ୍ତା ୨୭ ତାରିଖଠାରୁ ସାରା ଓଡ଼ିଶାରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇପାରେ। ଅନ୍ୟ ଜିଲ୍ଲାରେ ତାତି ଅନୁଭୂତ ହେବ। ଆଜି ପଶ୍ଚିମ ଓଡ଼ିଶାର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। 

ଝାରସୁଗୁଡ଼ାରେ ୪୪.୮, ବଲାଙ୍ଗୀର ଓ ବୌଦ୍ଧରେ ୪୪.୫, ହୀରାକୁଦରେ ୪୩.୮, ଅନୁଗୁଳରେ ୪୩.୭, ସମ୍ବଲପୁରରେ ୪୩.୬, ସୁନ୍ଦରଗଡ଼ରେ ୪୩.୫, ଟିଟିଲାଗଡ଼ରେ ୪୩, ସୋନପୁର ଓ ଭବାନୀପାଟଣାରେ ୪୨.୬, ରାଉରକେଲାରେ ୪୨.୪, ନୂଆପଡ଼ାରେ ୪୨, ବରଗଡ଼ରେ ୪୧, ତାଳଚେରରେ ୪୦.୬, ଫୁଲବାଣୀରେ ୪୦.୫ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବର ଓ କଟକ ତାପମାତ୍ରା ଯଥାକ୍ରମେ ୩୬.୮ ଓ ୩୬.୬ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe