ବାଲିଯାତ୍ରା ପୂର୍ବରୁ ଅଘଟଣ: ମହାନଦୀରେ ବୁଡ଼ିଗଲେ ଯୁବ ବ୍ୟବସାୟୀ

Advertisment
ବାଲିଯାତ୍ରା ପୂର୍ବରୁ ଅଘଟଣ: ମହାନଦୀରେ ବୁଡ଼ିଗଲେ ଯୁବ ବ୍ୟବସାୟୀ

କଟକ: ବାଲିଯାତ୍ରା ପୂର୍ବରୁ ମହାନଦୀରେ ଅଘଟଣ ଘଟିଛି। ଜଣେ  ଯୁବ ବ୍ୟବସାୟୀ। ଗାଧୋଇବାକୁ ଆସି ମହାନଦୀରେ ବୁଡ଼ିଯାଇଛନ୍ତି। ଉକ୍ତ ବ୍ୟବସାୟୀ ହେଲେ ମହମ୍ମଦ ଈର୍ଷାଦ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।

ତେବେ ଏହି ଘଟଣା ସଂପର୍କରେ ପୁଲିସ ମଧ୍ୟ ଆସି ପଚରାଉଚରା ଜାରି ରଖିଛି। ଏହି ଘଟଣାଟି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଘଟିଥିବା  ସମ୍ପର୍କୀୟମାନେ କହିଛନ୍ତି। ତେବେ ସେ ବାଲିଯାତ୍ରାକୁ ବ୍ୟବସାୟ କରିବାକୁ ଆସିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe