ଦାଦାବଟି ନ ଦେବାରୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଯୁବକଙ୍କୁ ଆକ୍ରମଣ

Advertisment
ଦାଦାବଟି ନ ଦେବାରୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଯୁବକଙ୍କୁ ଆକ୍ରମଣ

ଭୁବନେଶ୍ବର: ସ୍ଥାନୀୟ ବରମୁଣ୍ଡା ବସଷ୍ଟାଣ୍ଡରେ ଦାଦାବଟି ନ ଦେବାରୁ ଯୁବକଙ୍କୁ ହୋଇଛି ଆକ୍ରମଣ । ବସ୍ ଡ୍ରାଇଭର ବିଶ୍ବଜିତ ଜାନିଙ୍କୁ ଆକ୍ରମଣ କରିଛନ୍ତି କିଛି ଯୁବକ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ପ୍ରଶାନ୍ତ ପ୍ରଧାନ (କଳା ବଂଶୀ)ର ପିଲା କହି  ବରମୁଣ୍ଡା ବସଷ୍ଟାଣ୍ଡ ଅଂଚଳରେ ଦାଦାବଟି ଆଦାୟ ହେଉଛି ।

ଗୋଟିଏ ପଟେ ପୁଲିସ ଦାଦାବଟିକୁ ନାଁ କହୁଥିବା ବେଳେ କିପରି ବରମୁଣ୍ଡା ବସଷ୍ଟାଣ୍ଡ ଚାଲିଛି ଦାଦାବଟି ଆଦାୟ? ଏଭଳି ଘଟଣା ବାରମ୍ବାର ଘଟୁଛି । ଫଳରେ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe