ସାଇଫନ୍‌କୁ ଭୋଜି କରିବାକୁ ଯାଇ ଯୁବକ ନିଖୋଜ

ସାଇଫନ୍‌କୁ ଭୋଜି କରିବାକୁ ଯାଇ ଯୁବକ ନିଖୋଜ

drc.org.au

ସମ୍ବଲପୁର : କ୍ଷେତରାଜପୁର ଥାନା ସୁନାରିପଡ଼ାର ହରପ୍ରସାଦ ପଟ୍ଟନାୟକ(୨୨) ବୁଧବାର ସକାଳୁ ତାଙ୍କ ସାଙ୍ଗମାନଙ୍କ ସହ ମହାନଦୀର ବୁର୍ଲା ଥାନା ସାଇଫନ୍‌କୁ ଭୋଜି କରିବାକୁ ଯାଇଥିଲେ। ମାତ୍ର ସନ୍ଧ୍ୟ ଯାଏ ଆଉ ସେ ଘରକୁ ଫେରିନଥିବା ଜଣାପଡ଼ିଛି। ତେବେ ହରପ୍ରସାଦଙ୍କ ଫୋନ୍‌ ନମ୍ବର ଲାଗୁନଥିବା ସମୟରେ ତାଙ୍କ ଗାଡ଼ି(ଓଡି ୧୫ କେ୩୫୦୫) ମଧ୍ୟ ମିଳିପାରୁନି। ତେଣୁ ସେ କୁଆଡ଼େ ଗଲେ , ତାଙ୍କ ସହ କ’ଣ ଘଟିଲା ଜଣାପଡ଼ୁନାହିଁ। ତେଣୁ ପରିବାର ଲୋକେ ଚିନ୍ତାବ୍ୟକ୍ତ କରିବା ସହ ବିଳମ୍ବିତ ରାତିରେ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe