ଫସଲ ବୀମା ଜାଲିଆତି କରି ଯୁବକ ଗିରଫ

Advertisment
ଯୁବକଙ୍କୁ ଛୁରିରେ ଆକ୍ରମଣ ଘଟଣା: ଫେରାର୍‌  ଅଭିଯୁକ୍ତ ଗିରଫ

Image Courtesy of East Coast Daily English

କୁଚିଣ୍ଡା: ଫସଲବୀମା ଜାଲିଆତିରେ ସମ୍ପୃକ୍ତ ଥିବା ଅଭିଯୋଗରେ କୁଚିଣ୍ଡା ସମୃଦ୍ଧି କମ୍ୟୁନିକେସନର ଅମିତ ପଟେଲ (୨୬)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ହୁଲପାଲି ଜୁରାବାହାଲ ଗାଁର ଅମିତ ମହୁଲଡିହି ହରିବନ୍ଧୁ କିସାନଙ୍କ ଜମିକୁ ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ପଞ୍ଜୀକରଣ କରି ଦେଇଥିବା ଜଣାଯାଇଛି।

ପୁଲିସ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ଏହି ଯୁବକଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe