ଜଳୁଛି ଜଙ୍ଗଲ: ଜଙ୍ଗଲ ନିଆଁ ରୋକିବା ନେଇ ସଚେତନ କାର୍ଯ୍ୟକ୍ରମ

ଜଳୁଛି ଜଙ୍ଗଲ: ଜଙ୍ଗଲ ନିଆଁ ରୋକିବା ନେଇ ସଚେତନ କାର୍ଯ୍ୟକ୍ରମ

କରଙ୍ଗାମାଳ/ ବୋଡ଼େନ/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନ ବିଭାଗ ଅଧୀନସ୍ଥ ବୋଡ଼େନ ସଦରକୁ ଲାଗିରହିଥିବା ଗୁରୁବୁଡ଼ା ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ନିଆଁଲାଗି ମୂଲ୍ୟବାନ ଗଛ ନଷ୍ଟ ହେବା ସହିତ ଧୂଆଁରେ ବାୟୁ ପ୍ରଦୂଷିତ ହେଉଛି। ତୁରନ୍ତ ବନ ବିଭାଗ ପଦକ୍ଷେପ ନେବାକୁ ଦାବି ହେଉଛି।

publive-image

, ୯ା୩ (ଇମିସ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧୀନ କରନଡ଼ବା, ମହୁଲଝରନ, କୋଦାଲଡୁଙ୍ଗୁରି, ଗୋଡ଼ଧୁଆପଦର, ସାନମହେଶ୍ୱର ଆଦି ଗାଁରେ ଜଙ୍ଗଲକୁ କିପରି ନିଆଁ ଦାଉରୁ ସୁରକ୍ଷା କରାଯାଇପାରିବ ସେନେଇ ଘୁମୁରା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଂସ୍କୃତା ବଡ଼ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫରେଷ୍ଟର କନ୍ଦର୍ପ ସୁନାନୀ, ନରେଶ ଦଣ୍ଡସେନା, ଶିଳ୍ପା ସାହୁ, ମଦନା ଶବର ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe