ଟିଟଲାଗଡ଼ ପାଲଟିଲା ତତଲାଗଡ଼: ୪୨ ଡିଗ୍ରି ତାପମାତ୍ରା ସହ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

୯ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ଟିଟଲାଗଡ଼ ପାଲଟିଲା ତତଲାଗଡ଼: ୪୨ ଡିଗ୍ରି ତାପମାତ୍ରା ସହ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଜି ବି ତାତି କିଛିଟା କମ ରହିଥିଲେ ବି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାତିର ପ୍ରଭାବ ପ୍ରବଳ ରହିଛି। ରାଜ୍ୟର ତତଲାଗଡ଼ ରୂପେ ଖ୍ୟାତ ଟିଟଲାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରି ରେକର୍ଡ କରାଯାଇଛି। ଟିଟଲାଗଡ଼କୁ ବାଦଦେଲେ ଆଜି ରାଜ୍ୟର ଅନ୍ୟ ୮ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରର ତାପମାତ୍ରା ୩୬.୨ ଡିଗ୍ରି ରହିଥିବା ବେଳେ ଓ କଟକରେ ୩୪.୮ ଡିଗ୍ରି ସେଲସିୟସ ରହିଛି। ଏଥିସହ

ବାଲେଶ୍ୱର ୩୨.୬
ଚାନ୍ଦବାଲି ୩୪.୮
ପାରାଦୀପ ୩୧.୭
ଗୋପାଳପୁର ୩୨.୦
ପୁରୀ ୩୨.୬
ଅନୁଗୁଳ ୩୯.୭
ବାରିପଦା ୩୮.୨
ଝାରସୁଗୁଡ଼ା ୪୦.୦
କେନ୍ଦୁଝର ୩୭.୮
ସମ୍ବଲପୁର ୩୯.୯
ସୁନ୍ଦରଗଡ଼ ୩୯.୦
ହୀରାକୁଦ ୩୯.୬
ତାଳଚେର ୪୦.୧
ଭବାନୀପାଟଣା ୪୦.୫
ବଲାଙ୍ଗୀର ୪୧.୫
କୋରାପୁଟ ୩୭.୦
ମାଲକାନଗିରି ୪୦.୦
ସୋନପୁର ୪୦.୮
ଦାରିଙ୍ଗିବାଡ଼ି ୩୪.୫
ନୟାଗଡ଼ ୩୮.୦
ବୌଦ୍ଧ ୪୧.୦
ଛତ୍ରପୁର ୩୩.୮
ପାରଳାଖେମୁଣ୍ଡି ୩୬.୦
ରାୟଗଡ଼ା ୪୦.୬ ଡିଗ୍ରି ସେଲସିୟସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe