ପୋଲ ନାହିଁ ବୋଲି ଏହି ଯନ୍ତ୍ରଣା!!!

ପୋଲ ନାହିଁ ବୋଲି ଏହି ଯନ୍ତ୍ରଣା!!!

ଗଜପତି : ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ରାମଗିରି ପଞ୍ଚାୟତର ଝାଲରସିଂ ନାଳ ଉପରେ ପୋଲ ନଥିବାରୁ ୬ଟି ଗାଁର ଅଧିବାସୀ ଅଣ୍ଟାଏ ପାଣିରେ ପଶି ଯା’ଆସ କରୁଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି, ବ୍ରହ୍ମପୁର ସାଂସଦ ଓ ଗଜପତି ଜିଲ୍ଲାପାଳଙ୍କୁ ଏ ନେଇ ଲିଖିତ ଭାବେ ବହୁବାର ନିବେଦନ କରିଛନ୍ତି। ମାତ୍ର, କେହିବି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe