ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିବା ପରେ ମହାପ୍ରଭୁଙ୍କ ପାଇଁ ମାଳ ଅଭାବ

Advertisment
ଶ୍ରୀମନ୍ଦିର ତିନି ଦ୍ୱାରରେ ଲାଗିବ ରୁପା ଚାଦର

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିବା ପରେ ଶ୍ରୀବିଗ୍ରହଙ୍କ ପାଇଁ ଫୁଲ ମାଳ ଅଭାବ ଦେଖାଦେଇଛି। ପର୍ଯ୍ୟାପ୍ତ ଫୁଲ ଆସୁନଥିବାରୁ ମାଳ ଅଭାବ ଦେଖାଦେଇଛି। ଗତକାଲି ବଡସିଂହାର ବେଶ ବେଳେ ମଧ୍ୟ ଫୁଲର ଅଭାବ ଦେଖାଦେଇଥିଲା। ଏବେ କଟକଣା ଲାଗିଥିବାରୁ ବାହାର ରାଜ୍ୟରୁ ଫୁଲ ଆସି ପାରୁନାହିଁ। ଭକ୍ତମାନେ ଦେଉଥିବା ଫୁଲର ମଧ୍ୟ ଅଭାବ ରହୁଛି। ସେପଟେ ମାଳ ଗୁନ୍ଥୁଥିବା ଲୋକ ମଧ୍ୟ ମନ୍ଦିରକୁ ଆସୁନାହାନ୍ତି। ଫଳରେ ମାଳ ଅଭାବ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe