ଶ୍ରୀମନ୍ଦିରର ଯାତ୍ରୀ ସହାୟକଙ୍କ ମୁଣ୍ଡକୁ କୁଡ଼ୁଆରେ ଛେଚି ସୁଆର ସେବାୟତ ଥାନାରେ ଅଟକ

Advertisment
ଶ୍ରୀମନ୍ଦିରର ଯାତ୍ରୀ ସହାୟକଙ୍କ ମୁଣ୍ଡକୁ କୁଡ଼ୁଆରେ ଛେଚି ସୁଆର ସେବାୟତ ଥାନାରେ ଅଟକ

ପୁରୀ: ସାମାନ୍ୟ ବଚସାରୁ ଶ୍ରୀମନ୍ଦିରର ଯାତ୍ରୀ ସହାୟକଙ୍କ ମୁଣ୍ଡକୁ କୁଡ଼ୁଆରେ ଛେଚି ଦେଇ ଜଣେ ସୁଆର ସେବାୟତ ଥାନାରେ ଅଟକ ଥିବା ଘଟଣା ପୁରୀରେ ଚର୍ଚ୍ଚାର ବିଷୟ ହୋଇଛି।

publive-image

ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମନ୍ଦିରର ଉତ୍ତରଦ୍ୱାର ଦେଇ ସେବାୟତ ରାମକୃଷ୍ଣ ଖୁଣ୍ଟିଆ କୁଡୁଆ ନେଇ ଯାଉଥିଲେ। ସେଠାରେ ଡିଉଟିରେ ଥିବା ଯାତ୍ରୀ ସହାୟକ ଦାମୋଦର ଗୋଛିକାର ବାରଣ କରିବାରୁ ରାମକୃଷ୍ଣ ଖୁଣ୍ଟିଆ ତାଙ୍କ ମୁଣ୍ଡକୁ କୁଡୁଆରେ ଆକ୍ରମଣ କରିଥିଲେ। ଏଥିରେ ସହାୟକ ଦାମୋଦର ଆହତ ହୋଇଥିବାବେଳେ ରାମକୃଷ୍ଣଙ୍କୁ ସିଂହଦ୍ଵାର ଥାନା ପୁଲିସ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe