ଚିତ୍ରକୋଣ୍ଡା ଘାଟିରେ ଟ୍ରକ୍ ଓ ଅଟୋ ମୁହାଁମୁହିଁ ଧକ୍କା, ଚାରି ଆହତ

Advertisment
ଚିତ୍ରକୋଣ୍ଡା ଘାଟିରେ ଟ୍ରକ୍ ଓ ଅଟୋ ମୁହାଁମୁହିଁ ଧକ୍କା, ଚାରି ଆହତ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଘାଟିରେ ଟ୍ରକ୍ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିବା ଜଣାଯାଇଛି। ଏହାଫଳରେ ଅଟୋରେ ଥିବା ଚାରି ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ କୋରୁକୋଣ୍ଡା ଚିକିତ୍ସାଳୟକୁ ଅଣା ଯାଇଛି। ଏମାନଙ୍କ ଭିତରୁ ଜଣକର ହାତ ଭାଙ୍ଗିଥିବା ବେଳେ, ଆଉ ଜଣଙ୍କର ଛାତିରେ ଆଘାତ ଲାଗିଛି।

କୋରୁକୋଣ୍ଡା ମେଡିକାଲରୁ ଏଦୁହିଁଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବାଲିମେଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି  ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe