କାମାକ୍ଷାନଗର: କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ତୃତୀୟ ରାଉଣ୍ଡ ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ୩୫୦୬ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ୨୯୮୫ ଭୋଟ ଏବଂ କଂଗ୍ରେସ-ପ୍ରାର୍ଥୀ ୧୦୮ ଭୋଟ ପାଇଛନ୍ତି। ବିଜେପିର ଶତ୍ରୁଘନ ଜେନା ୧୮୨୧ ଭୋଟରେ ଆଗୁଆ ରହିଛନ୍ତି
କାମାକ୍ଷାନଗରରେ ବିଜେପି ଆଗୁଆ
Advertisment
Follow Us