୧୦ ତାରିଖ ସକାଳେ ବିଜେପି ନବ ନିର୍ବାଚିତ ବିଧାୟକ ଦଳର ବୈଠକ, ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ`ଶପଥ ଗ୍ରହଣ...

Advertisment
୧୦ ତାରିଖ ସକାଳେ ବିଜେପି ନବ ନିର୍ବାଚିତ ବିଧାୟକ ଦଳର ବୈଠକ, ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ`ଶପଥ ଗ୍ରହଣ...

ଭୁବନେଶ୍ବର: ୧୦ ତାରିଖ ସକାଳେ ବିଜେପି ନବ ନିର୍ବାଚିତ ବିଧାୟକ ଦଳ ବୈଠକ ବସିବ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଶୁଣାଇବେ। ବିଧାୟକ ଦଳର ସହମତି ପରେ ଵିଧିବଦ୍ଧ ଭାବେ ନୂଆ ମୁଖମନ୍ତ୍ରୀଙ୍କ ନାମ ଘୋଷଣା ହେବ।

ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ବୈଠକ ଅନୁଷ୍ଠିତ ହେବ । ସେହି ଦିନ ସନ୍ଧ୍ୟାରେ ବିଜେପିର ଓଡିଶାରେ ପ୍ରଥମ ମୁଖ୍ୟମନ୍ତ୍ରୀ`ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe