ନୂଆଦିଲ୍ଲୀ: ଭୋଟ କିଣା ବିକାରେ ଲିପ୍ତ ଥିବା ଜଣା ପଡ଼ିବା ପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି (ଆଇଓସି) ବ୍ରାଜିଲ ଅଲିମ୍ପିକ୍ସ ସଂଘ ଏବଂ ଏହାର ସଭାପତି କାର୍ଲୋସ୍ ଆର୍ଥରଙ୍କୁ ଅନିର୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରିଛି। ୭୫ ବର୍ଷୀୟ ଆର୍ଥର ଦୁର୍ନୀତି ଅଭିଯୋଗରେ ଶୁକ୍ରବାର ଗିରଫ ହେବା ପରେ ଆଇଓସି ଶନିବାର ଏଭଳି ନିଷ୍ପତ୍ତି ନେଇଛି। ତେବେ ବ୍ରାଜିଲ ଖେଳାଳିମାନେ ଏହା ଦ୍ୱାରା ପ୍ରଭାବିତ ହେବେନି।
ବ୍ରାଜିଲ ଅଲିମ୍ପିକ୍ସ ସଂଘ ସଭାପତି ନିଲମ୍ବିତ
Advertisment
Follow Us