ସେଣ୍ଟ୍ରା୍‌ଲ୍‌ ବ୍ୟାଙ୍କର ରିକଭରି ଅଭିଯାନ

Advertisment
୩୩୦୦ କୋଟିର ଏନପିଏ ବିକିବ ସେଣ୍ଟ୍ରାଲ ବ୍ୟାଙ୍କ

ଭୁବନେଶ୍ୱର: ସେଣ୍ଟ୍ରାଲ୍‌ ବ୍ୟାଙ୍କ ପକ୍ଷରୁ ‘ମିସନ୍‌ ରିକଭରି’ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏଥିରେ ଋଣଗ୍ରହୀତାମାନେ ବିଭିନ୍ନ ପ୍ରକାର ସୁବିଧା ହାସଲ କରିପାରିବେ। ସେମାନେ ଋଣ ରାଶିର ୪୦-୬୦% ଅର୍ଥ ପରିଶୋଧ କରି ଋଣମୁକ୍ତ ହୋଇପାରିବେ। ଆଦାୟ ହୋଇ ପାରୁ ନଥିବା ଋଣଗୁଡ଼ିକର ସମାଧାନ କରି ବାଲାନ୍ସ ସିଟ୍‌ରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକୁ ଯେଉଁ ନିର୍ଦେଶ ଦେଇଥିଲେ ତାହାକୁ ଭିତ୍ତି କରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ଅଭିଯାନ ଚଳିତ ମାସ ୨୫ରୁ ମାର୍ଚ ୩୧ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe